-
1.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରିନ୍ଲାଣ୍ଡ ଦଖଲ ପାଇଁ ଶକ୍ତି ପ୍ରୟୋଗ କରିବାକୁ ଚେତାବନୀ ଦେବା ପରେ ୟୁରୋପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
-
2.ଆମେରିକାର କେନ୍ଦ୍ରୀୟ କମାଣ୍ଡ ସିରିଆରେ ଅନେକ ଇସଲାମିକ୍ ଷ୍ଟେଟ୍ଲ ଲକ୍ଷ୍ୟସ୍ଥଳ ବିରୁଦ୍ଧରେ ବଡ଼ଧରଣର ବିମାନ ଆକ୍ରମଣ ଆରମ୍ଭ କରିଛି।
-
3.ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଚଳିତ ମାସ ୨୭ରୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ବିଦ୍ୟାର୍ଥୀ ଅନ୍ଲାଇନରେ ମାର୍ଚ୍ଚ ୨୬ ଆବେଦନର ଶେଷ ତାରିଖ ରହିଛି।
-
4.ଇରାନ ସରକାରଙ୍କ ନିର୍ଦ୍ଦେଶରେ ସୁରକ୍ଷା ବାହିନୀ ଅନେକ ସ୍ଥାନରେ ଗୁଳି ଚଳାଇଥିବା ରିପୋର୍ଟ ସାମ୍ନାକୁ ଆସିଛି । ରାଜଧାନୀ ତେହେରାନର ଛଅଟି ହସ୍ପିଟାଲରେ ୨୧୭ ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଛି।
-
5.ଦିନେ ଷଷ୍ଠ ଶ୍ରେଣୀରେ ପାସ କରିବା ପାଇଁ ଅସମର୍ଥ ଥିଲେ କିନ୍ତୁ ନିଜର ଅଦମ୍ୟ ସାହସ ଏବଂ କଠିନ ପରିଶ୍ରମ ଜରିଆରେ ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷାରେ ଅଲ୍ ଇଣ୍ଡିଆରେ ୨ ନମ୍ବର ରାଙ୍କ୍ ହାସଲ କଲେ। ଆଇଏଏସ ରୁକ୍ମିଣୀ ରିଆରଙ୍କ ବିଷୟରେ କହିବୁ ଯିଏ ବିନା କୋଚିଂରେ ସିଭିଲ୍ ସର୍ଭିସ ପରୀକ୍ଷାରେ ପାସ୍ କରିବାରେ ସଫଳ ହୋଇଥିଲେ।
-
6.ଭୁବନେଶ୍ୱରରୁ ରାଉରକେଲାକୁ ଆସୁଥିବା ବେଳେ ଜଲଦା କାଏଁସର ଗ୍ରାମର ଏକ ପଡିଆ ନିକଟରେ ଟେକ୍ନିକାଲ ତ୍ରୁଟି ଯୋଗୁଁ ଏକ ୯ ସିଟର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡିଯାଇଛି| ଏହାଫଳରେ ୨ ପାଇଲଟଙ୍କ ସମେତ ୬ ଆହତ ହୋଇଥିବା ଜଣାଯାଇଛି।
-
7.କୌଣସି ଛାତ୍ର ବା ଛାତ୍ରୀ ବିଦ୍ୟାଳୟରେ ୭ ଦିନ କିମ୍ବା ଅଧିକ ସମୟ ପାଇଁ ଅନୁପସ୍ଥିତ ରହିଲେ, ଓଡ଼ିଶାର ସ୍କୁଲ ଶିକ୍ଷକମାନେ ସେମାନଙ୍କ ଘରକୁ ଯିବେ। କାହିଁକି ପିଲା ଅନୁପସ୍ଥିତ ଅଛନ୍ତି ବୁଝିବେ ସ୍କୁଲ୍ କର୍ତ୍ତୃପକ୍ଷ।
-
8.ପ୍ରତିବର୍ଷ ଭାରତରେ ପ୍ରାୟ 150,000 ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି। ଏହି ମୃତ୍ୟୁ ମଧ୍ୟରୁ ଅନେକ ଚିକିତ୍ସା ଅଭାବରୁ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ ଶୀଘ୍ର ସଡ଼କ ଦୁର୍ଘଟଣା ପୀଡିତଙ୍କ ପାଇଁ “ନଗଦମୁକ୍ତ ଚିକିତ୍ସା ଯୋଜନା” ଆରମ୍ଭ କରିବାକୁ ଯାଉଛନ୍ତି।
-
9.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲାଗୁ କରିବାର ଇଙ୍ଗିତ ବିଶ୍ୱ ଏବଂ ଘରୋଇ ବ୍ୟବସାୟିକ ମହଲରେ ଏକ ଉତ୍ତେଜନା ସୃଷ୍ଟି କରିଛି।
-
10.ସମ୍ବଲପୁରରେ ଶନିବାର ୨୫ଟି ଇ-ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍ ବ୍ୟବସ୍ଥା କରିବାକୁ ସେ ଘୋଷଣା କରିଛନ୍ତି।
-
11.ନ୍ୟୁଜିଲାଣ୍ଡ କ୍ରିକେଟ (NZC) ବିଶ୍ୱର ୧୦ଟି ଧନୀ କ୍ରିକେଟ ବୋର୍ଡ ତାଲିକାରେ ଶେଷ ସ୍ଥାନରେ ଅଛି ।
-
12.ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ବଢ଼ୁଥିବା ଆକ୍ରମଣ ମଧ୍ୟରେ, ମଠ ସଂଗଠନ ଜମାତ-ଏ-ଇସଲାମି ଏବେ ହିନ୍ଦୁ ପର୍ବଗୁଡ଼ିକୁ ଟାର୍ଗେଟ କରିଛି। ମକର ପାଳନ ନକରିବାକୁ ସିଧାସଳଖ ଧମକ ଦେଇଛନ୍ତି ।
-
13.ଭାରତୀୟ ନୌସେନା ପଶ୍ଚିମବଙ୍ଗର ହଳଦିଆରେ ନୂତନ ନୌସେନା ଘାଟି ସ୍ଥାପନ ପ୍ରକ୍ରିୟା ତ୍ବରାନ୍ବିତ କରିଛି। ଏହି ବିଶାଳ ଘାଟି ବଙ୍ଗୋପସାଗରର ଉତ୍ତର ଅଞ୍ଚଳରେ ଭାରତର ସାମୁଦ୍ରିକ ଉପସ୍ଥିତିକୁ ଅଧିକ ମଜବୁତ କରିବ।
-
14.ଜାନୁଆରୀ ୧୭ରୁ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କଲକାତା ଏବଂ ଗୌହାଟି ମଧ୍ୟରେ ଏହି ପ୍ରଥମ ଟ୍ରେନ୍ ଚଳାଚଳ କରିବ ।
-
15.ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବାରମ୍ବାର ସ୍ଲିପର ବସ ପୋଡି ଘଟଣା ଆସିବା ପରେ ବଡ ପଦକ୍ଷେପ ନେଇଛନ୍ତି। ପ୍ରତି ବସରେ ପାଣିଟାଙ୍କି ରଖିବାକୁ ନିର୍ଦ୍ଦେଶ ଦେଲେ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
